କୋମନା: ନୂଆପଡ଼ା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା , ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
Komna, Nuapada | Oct 6, 2025 ଆଜି ନୂଆପଡ଼ା ଜିଲ୍ଲାପାଳ ତାଙ୍କ ସମ୍ମିଳନୀ କକ୍ଷରେ ନୂଆପଡା ଉପ ନିର୍ବାଚନର ତାରିଖ ଘୋଷଣାକୁ ନେଇ ସନ୍ଧ୍ୟା ୬ ଟା ସମୟରେ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି।