ଢେଙ୍କାନାଳ ସଦର: ଢେଙ୍କାନାଳରେ ପାଳନ ହେଲା ଗାଁ ଦିବସ
ଢେଙ୍କାନାଳ ରାଜ୍ୟ ସ୍ତରରେ ଅନେକ ଦିବସ ପାଳନ ହେଉଥିବା ଗାଁ ଦିବସ ପାଳନ ହେଉନାହିଁ। ସେଥିପାଇଁ କଳାକ୍ଷେତ୍ର ଅନୁଷ୍ଠାନ ଓଡ଼ିଆର ପ୍ରତ୍ୟେକ ଜିଲ୍ଲାରେ ପବିତ୍ର ଦୀପାବଳି ଠାରୁ ତିନିଦିନ ଧରି ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ୨୧, ୨୨ ଓ ୨୩ ତାରିଖ ତିନିଦିନ ଧରି ମହା ଆଡମ୍ବରରେ ପାଳନ ହୋଉଛି। ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବଙ୍ଗୁ ଗ୍ରାମରେ ଆରମ୍ଭ ହୋଇଥିବା ବେଳେ ସଦର ବ୍ଲକ ଅନ୍ତର୍ଗତ ସିଆରିଆ ଗ୍ରାମରେ ଓ ଆଜି ଉଦଯାପନୀ ଉତ୍ସବରେ ବାଜିରାଉତଙ୍କ ମାଟି ବଡ଼ ଗାଁ ଭୁବନ ବ୍ଲକରେ ମହାସମାରୋହରେ ପାଳନ ହୋଇଛି। ଭୁବନ ବ୍ଲକ ଅନ୍ତର୍ଗତ ବୋମୁଆ ଠାରେ ଉଦଯାପନୀ ଉତ୍ସବର