ଅନୁଗୋଳ: ଅନୁଗୋଳ ବ୍ଲକର ପଛୁଆ ବର୍ଗ ଲୋକଙ୍କୁ ନେଇ ବୈଠକ ଅନୁଷ୍ଠିତ; ସୁସୁଡା ଠାରେ ପ୍ରତିକ୍ରିୟା ରଖିଲେ ପ୍ରବୋଧ ସ୍ୱାଇଁ
Anugul, Angul | Aug 13, 2025
ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ମହାସଂଘ ପକ୍ଷରୁ ପଛୁଆ ବର୍ଗ ଅନ୍ତର୍ଭୁକ୍ତ ସମସ୍ତ ଜାତିର ଲୋକଙ୍କ ରାଜ୍ୟରେ ସଂଖ୍ୟାନୂପତିକ ନେଇ ସେମାନଙ୍କର ଦାବି...