ସୁନ୍ଦରଗଡ ସହର: ବଡ଼ଗାଁ ଦାଣ୍ଡ ଜମିରାରେ ଦନ୍ତା ହାତୀ ଉପଦ୍ରବ, ଜନ ବସତିରେ ପହଞ୍ଚିଲା ଦନ୍ତା,ଭିଡ଼ିଓ ହେଲା ଭାଇରାଲ, ଲୋକେ ଆତଙ୍କିତ
Sundargarh Town, Sundargarh | Aug 23, 2025
ଆଜି ଅଗଷ୍ଟ 23 ତାରିଖ ଶନିବାର ପୂର୍ବାହ୍ନ 10: 45 ପାଖାପାଖି ସମୟରେ ଗୋଠ ଖଣ୍ଡିଆ ଦନ୍ତା ଜନ ବସତିରେ ପହଞ୍ଚିଛି। ଲୋକଙ୍କ ଘର ପଛ ପଟେ ଠିଆ ହୋଇ...