Public App Logo
Jansamasya
Crimenews
Education
China
Bareilly
���्रशासन
Agra
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Raebareli
Rain
Tikamgarh
Prayagraj
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
No video available

ସୁନ୍ଦରଗଡ ସହର: ଯୋଗିମାଲ ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକୋତ୍ସବ ପାଳିତ

ଆଜି ଅପରାହ୍ନରେ ଯୋଗିମାଲ ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଟାଙ୍ଗରପାଲି ତହସିଲଦାର ରାଜୀବ ହାସଦା, ସମ୍ମାନିତ ଅତିଥି ଭାବେ ଯୋଗିମାଲ ସରପଞ୍ଚ ସୌଦାମିନୀ ଭୋଇ, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଙ୍ଘର ବିଭାଗ ସମ୍ପର୍କ ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ସୁନ୍ଦରଗଡ ସହର: ଯୋଗିମାଲ ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକୋତ୍ସବ ପାଳିତ - Sundargarh Town News