ବାଇକ ଓଭର ସ୍ପିଡ ହୋଇଥିବା ବେଳେ ଯୁବକ ଆଉ ବାଇକର ସ୍ପିଡ ଆୟତ କରି ପାରିନଥିବା ବେଳେ ବାଇକ୍ ତଳେ ବାଡେଇ ହୋଇଯାଇଥିବା ବେଳେ ତଳେ ଯୁବକଙ୍କ ଜଣଙ୍କ ମୁହଁମାଡ଼ି ତଳେ ପଡ଼ିଥିବା ବେଳେ ମୁଣ୍ଡରୁ ଗିରି ଅଲଗା ହୋଇ ପଡିଥିବା ବେଳେ ଘଟଣା ସ୍ଥଳରେ ଯୁବକଙ୍କ ଜୀବନ ଚାଲିଯାଇଥିବା ସୂଚନା ରହିଅଛି । ମୃତକ ଯୁବକ ଜଣଙ୍କ ହେଲେ sk ନଜାର। ଅନୁଗୋଳ ଜିଲ୍ଲାର କୁମଣ୍ଡ ସ୍ଥିତ ଚଣ୍ଡି ବଜାର ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଆରୋହୀ sk ନଜାର ମୃତ ହୋଇଥିବା ସୂଚନା