ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତି ବିହାରରେ ଜଣେ ବ୍ୟକ୍ତିଙ୍କ ଆସ୍ୱଭାବିକ ଭାବରେ ମୃତ୍ୟୁ ଘଟଣା, ସ୍ତ୍ରୀ ଗିରଫ ମିଳିଥିବା ସୂଚନା ଅନୁଯାଇ ବୁର୍ଲା ଥାନା ଏମସିଏଲ ଜାଗୃତି ବିହାରରେ ରହୁଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବା ନେଇ ପରିବାର ବର୍ଗ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ l ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ଘଟଣା ତଦନ୍ତ କରିଥିଲା l ତଦନ୍ତ ବେଳେ ମୃତକଙ୍କ ସ୍ତ୍ରୀ ଙ୍କୁ ପଚାରା ଉଚତା କରିବା ପରେ ଏହା ଏକ ହତ୍ୟା କାଣ୍ଡ ବୋଲି ଜଣିବା ପରେ ମୃତକ ଙ୍କ ସ୍ତ୍ରୀ ସରସ୍ୱତୀ ମୁଣ୍ଡାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ନେଇ ଆଜି ରାତି 8ଟାରେ ବୁର୍ଲ