ବଡସାହି: ବେତନଟୀ ମୁଖ୍ୟ ବଜାର ଥାନାଛକରେ ଚେକିଂ ବେଳେ ମଦୁଆ ଗାଡିଚାଳକଙ୍କୁ ଧରିଲା ପୁଲିସ ପେଟ୍ରୋଲିଂ ଟିମ, ମାମଲା ରୁଜୁପରେ ବାଇକ ଜବତ
Barsahi, Mayurbhanj | Aug 23, 2025
ବେତନଟୀ ଥାନାଛକରେ ଶନିବାର ରାତି ସାଢେ ଏଗାରଟାରେ ଚେକିଂ ସମୟରେ ମଦୁଆ ଗାଡି ଚାଳକଙ୍କୁ ଧରିବା ସହିତ ମାମଲା ରୁଜୁକରି ମୋଟର ସାଇକେଲ ଜବତ କରିଛି...