ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ସଦର ଥାନା ଅଂଚଳ କୁଟୁରାଚୁଆଁ ଅଞ୍ଚଳରେ ଜୁଆ ଖେଳ ବେଳେ ପୋଲିସ କଲା ଅତର୍କିତ ଚଢାଉ
ଝାରସୁଗୁଡା ଜିଲ୍ଲା ସଦର ଥାନା ଅଂଚଳ କୁଟୁରାଚୁଆଁ ଅଞ୍ଚଳରେ ଜୁଆ ଖେଳ ବେଳେ ପୋଲିସ କଲା ଅତର୍କିତ ଚଢାଉ l ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତ ହେଲେ ଗିରଫ l ଏହାସହ ଘଟଣାସ୍ଥଳରୁ ୧୫୯୦ ଟଙ୍କା ଏବଂ ତାସ ପୋଲିସ ଜବତ କରିଥିବା ନେଇ ଆଜି ରାତି ପ୍ରାୟ ୧୦ ଟା ୪୦ ରେ ଝାରସୁଗୁଡା ଏସପି ଜି ରାଘବେନ୍ଦ୍ର ରେଡ୍ଡୀ ନିଜ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି l