ରାୟଗଡା: ଖରିଫ ଧାନ ବିକ୍ରୀ କରିବା ସକାଶେ ଆଜି ସୁଦ୍ଧା ୩ହଜାର୮ଶହ୨୦ଜଣଚାଷୀ ପଞ୍ଜିକରଣ କରିଥିବା ସୂଚନା ଦେଲେ ପଦ୍ମପୁର ଲ୍ୟାମ୍ପସ ଏମ ଡି
Rayagada, Rayagada | Aug 24, 2025
ରାୟଗଡ଼ା ଜିଲ୍ଲା ପଦ୍ମପୁର ଲ୍ୟାମ୍ପସ୍ ପରିସରରେ ଚାଷୀ ପଞ୍ଜୀକରଣ ଜାରି ରହିଛି ୨୫ତାରିଖ ସମୟ ସୀମା ଥିବାରୁ ଅତି ଶୀଘ୍ର ଆସି ଚାଷୀ ପଞ୍ଜିକରଣ...