ଆସନ୍ତା କାଲି ନବରତ୍ନ କମ୍ପାନୀ ନାଲକୋ ୪୬ ତମ ପ୍ରତିଷ୍ଠା ଦିବସ ପାଳନକୁ ପ୍ରତିବାଦ କରିଛନ୍ତି ନାଲକୋ ଜମିହରା ସଂଘ ସଭାପତି ସୁରଜ କୁମାର ଶ୍ରୀହରିଆ। ଆଜି ରାତି ୮ଟା ସମୟରେ ଦାମନଯୋଡିରେ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ନାଲକୋ ସ୍ଥାନୀୟ ବାସିନ୍ଦାଙ୍କୁ ସବୁ ଦୃଷ୍ଟିରୁ ଠକି ଆସୁଛି ଯାହାକୁ ନେଇ ପ୍ରତିବାଦ କରା ଯାଉଥିବା ସୂଚନା ଦେଇଛନ୍ତି।