କଣ୍ଟାମାଳ: କଣ୍ଟାମାଲ ଓ ମନମୁଣ୍ଡା ଅଂଚଳରେ ପୁଅଜୀତିଆଁ ଓଷା ପାଳନ
କଣ୍ଟାମାଲ ଓ ମନମୁଣ୍ଡା ଅଂଚଳରେ ପୁଅଜୀତିଆଁ ଓଷା କୁହା ଯାଏ ବାରମାସ ରେ ତେର ପର୍ବ ସେମିତି ସମସ୍ତ ପର୍ବ ପର୍ବାଣି ମଧ୍ୟ୍ୟରୁ ପଶ୍ଚିମ ଓଡିଶାର ମହାନ ପୁଅଜୀତିଆଁ ବା ଦୁତିବାହାନ ଓଷା ଅନ୍ୟତମ ମା ମାନେ ପୁଅର ମଙ୍ଗଳ କାମନା ପାଇଁ ନିର୍ଲଜ ଉପବାସ ରହି ରାତି 8ଘଣ୍ଟା ସମୟ ରେ ସମସ୍ତେ ଏକତ୍ରୀତ ହୋଈ 108ଦୁବ 21ଫୁଲ ଫଳ ଯୁଗର ଆଣି ନିଷ୍ଠା ଓ ଭକ୍ତିରେ ପୂଜାକରି ଛନ୍ତି ଛଡେଇ ଥିବା ଜୁତିଆକୁ ଆସନ୍ତା କାଲି ଭୋରସକାଳୁ ନଦୀରେ କାଠିଗାଡି ଆସିପୁ ଛୁଇଁ ଓଷା ଭାଙ୍ଗିଥାନ୍ତି I