ଲାଞ୍ଜିଗଡ: ପୋଖରୀ ବନ୍ଧ,ଜଗନ୍ନାଥ ପୁର ଓ ବସନ୍ତ ପଡା ପଞ୍ଚାୟତରେ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ସରକାର ଙ୍କ ପକ୍ଷରେ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉ ଥିବା ବେଳେ ବିଭିନ୍ନ ପନ୍ଚାୟତ ସ୍ତରରେ ମଧ୍ୟ କାର୍ଯ୍ୟକ୍ରମ କରାଯାଉଛି।ଏହି କ୍ରମରେ ଆଜି ମଙ୍ଗଳବାର ଅପରାହ୍ନ ଦୁଇ ଘଣ୍ଟା ସମୟରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ପୋଖରୀ ବନ୍ଧ,ବସନ୍ତ ପଡା ଜଗନାଥପୁର ପନ୍ଚାୟତ ର ବିଭିନ୍ନ ଗାଁରେ କ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରତିକ୍ଷୀତ ନାଏକ, ଜଗନ୍ନାଥ ପୁର ପନ୍ଚାୟତ ସରପଂଚ ମୁଗାନା ମାଝୀ,ସମିତି ସଭ୍ୟ ପ୍ରଦିପ କୁମାର ମାଝୀ ପ୍ରମୁଖ ଯୋଗଦେଇ ଥିଲେ।