ଜୟପୁର ରାଜା ନହର ସ୍ଥିତ ଏସ ଆର ମଲ ଠାରେ ସୁବାସ ରାଉତ ଙ୍କ ଆଜି ଅପରାହ୍ନ 3ଟାରେ ସାମ୍ବାଦିକ ସମ୍ମିଳନୀ l କୋର୍ଟ ମତେ ନ୍ୟାୟ ଦେଇଛନ୍ତି। ଅଫିସରଙ୍କ ଭୁଲ ପାଇଁ ଏସବୁ ହୋଇଛି। ମୋ ସଂସ୍ଥା କାମ କରି ଟଙ୍କା ପାଇନି। ଓଲଟା ଅଫିସର ମାନେ ମତେ ଅପମାନିତ କରିଛନ୍ତି । କୋର୍ଟ ଆଦେଶ ପାଳନ ହେବା ଦରକାର । ଆଜି ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଛନ୍ତି ଜଣାଶୁଣା ବିଲ୍ଡର୍ ସୁବାଷ ରାଉତ। କେଉଁ ଘଟଣା ସଂମ୍ପର୍କରେ ସେ କହିଛନ୍ତି ଶୁଣନ୍ତୁ।