ସମ୍ବଲପୁର ରେ ଉଦଯାପିତ ହୋଇଯାଇଛି ପଞ୍ଚମ ସମ୍ବଲପୁରୀ ସମ୍ମେଳନ l ଏହି ଅବସରରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧି ଦଳର ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଅତିଥି ମାନେ ସମ୍ବଲପୁରୀ ଭାଷା କିପରି ଉଚ୍ଚ ସ୍ତରକୁ ଯିବ ସେନେଇ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା କଥା ବୋଲି କହିଥିଲେ l ଏକ ଅଦୃଶ୍ୟ ଭାବନାକୁ ମନେ ପକେଇବା ବହୁତ ବଡ଼ କଷ୍ଟ କାମ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି l ସମ୍ବଲପୁରୀ ଭାଷାକୁ ଖୁବ ଶୀଘ୍ର ଭାଷାର ମାନ୍ୟତା ପାଇବ। ଭାଷା କେବେ ବିଭେଦ ସୃଷ୍ଟି କରେ ନ