ସୁନ୍ଦରଗଡ ସହର: ହେମଗିର ଲୁଆ ବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ , ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଜିଲ୍ଲାପାଳ
Sundargarh Town, Sundargarh | Sep 5, 2025
ଆଜି ସେପ୍ଟେମ୍ୱର 5 ତାରିଖ ଶୁକ୍ରବାର ପୂର୍ବାହ୍ନ 11: 30 ସମୟରେ ଏହି ପବିତ୍ର ପର୍ବ ପାଳନ ହୋଇଛି। ସର୍ବପଲ୍ଲୀ ରାଧକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ...