ମୋରଡା: ଟୁଙ୍ଗାଧୁଆ ଠାରେ ମହାନ୍ତିନଈ ଉପରେ ଥିବା ପୋଲ ଲଗାଣବର୍ଷାରେ ଭୁଶୁଡିଗଲା, ନିଜସ୍ୱ ଉଦ୍ୟମରେ କାମଚଳାଇବାକୁ କାଠପୋଲ ତିଆରିକଲେ ଗ୍ରାମବାସୀ
Muruda, Mayurbhanj | Sep 1, 2025
ମୋରଡା ନିର୍ବାଚନ ମଣ୍ଡଳୀ ଅଧୀନ ଶୁଳିଆପଦା ବ୍ଲକ ପାକଟିଆ ପଞ୍ଚାୟତର ଟୁଙ୍ଗାଧୁଆଠାରେ ମାହାନ୍ତି ନଈ ଉପରେ ଥିବା ପୋଲ ଅଧାରୁ ଭାଙ୍ଗିଯିବାରୁ...