ଅତାବିରା: ଗୁରୁପାଲି ଠାରେ ରକ୍ତଦାନ ଶିବିର
ସୋମବାର ଦିନ ଗୁରୁପାଲି ଗ୍ରାମ୍ ବାସି ଆର୍ ଅମୃତ୍ କୁଟୁମ୍ ର ମେଲନ୍ ମେସନ୍ ରେ ୫୬ତମ ରକ୍ତ ଦାନ୍ ସିବିର୍ ସ୍ବର୍ଗତ ସୁଦାମ୍ ଖେତି ଙ୍କର୍ ସ୍ମୃତି ଉଦ୍ଦେଶ୍ୟରେ ଅନୁସ୍ଠିତ୍ ହେଇଜାଇଛେ ଗୁରୁପାଲି ସଂସ୍କୃତ ବିଦ୍ୟାଳୟ ନ। ଅମୃତ୍ କୁଟୁମ୍ ସଭାପତି ଆନନ୍ଦ ଚନ୍ଦ୍ର ସୁନା ଙ୍କର୍ ସଭାପତିତ୍ବରେ ପହେଲା, ସ୍ବର୍ଗତ ସୁଦାମ୍ ଖେତି ଙ୍କର୍ ବାପା ଈସ୍ବର ଖେତି ଫଟୋଚିତ୍ର ନ ଦିପ୍ ଜାଲିଁ ଫୁଲ୍ ମାଲ୍ ପିନ୍ଧେଇ ଥିଲେ।ଆର୍ ଆନୁସ୍ଠାନିକ୍ ଭାବେଁ ଫିତା କାଟି ରକ୍ତ ଦାନ୍ ସିବିର୍ କେ ମୁଲ୍ କରିଥିଲେ