ଟିଟିଲାଗଡ: ସଇଁତଳା ବ୍ଲକ ଭଦ୍ରା ପେକ୍ସରେ ସାର ନେବା ପାଇଁ ଚାଷୀଙ୍କ ପ୍ରବଳ ଭିଡ଼ - ପେକ୍ସ୍ ସମ୍ପାଦକ ମନୋଜ ସାହୁ ଫେରାର
Titlagarh, Balangir | Sep 8, 2025
ଚାଷୀଙ୍କୁ ଦେଖି ପେଷ୍କ ସଂପାଦକ ଫେରାର। ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଭଦ୍ରା ପେଷ୍କରେ। ସାର ପାଇଁ ଆଜି ସକାଳ ୩ ଟା ରୁ...