Date -06.12.2025 Place -ଉମରକୋଟ ଆଜି ଉମରକୋଟ ରେ ପାଳନ ହୋଇଛି ବାଟ ଓଷା। ବାଟ ଓଷା ବା ଦାଣ୍ଡ ପଂହଁରା ଓଷା ପୌଷ ମାସ କୃଷ୍ଣ ପକ୍ଷ ର ତୃତୀୟା ତିଥିରେ ସନ୍ଧ୍ୟା ସମୟରେ ପାଳନ କରାଯାଏ। ବାଟ ଓଷା ରେ ଜମ ଦେବତାଙ୍କୁ ପୂଜା କରାଯାଏ। ଏହି ପୁଜା ମହିଳା ମାନେ ନିଜ ପିଲା ତଥା ପରିବାର ର ଦୀର୍ଘାୟୁ କାମନା କରି କରିଥାନ୍ତି। ମୂଳା , ଆଖୁ ଓ ବଜ୍ରମୁଳିରେ ଠାକୁରଙ୍କୁ ଘୋଡାଇ ଧୂପ, ଦୀପ, ନୈବେଦ୍ୟ ଦେଇ ଦାଣ୍ଡରେ ଏହି ପୂଜା କରାଯାଏ। ଭକ୍ତିଭରା ହୃଦୟରେ ମହିଳା ମାନେ ନିଜ ପରିବାରର ଦୀର୍ଘାୟୁ କାମନା କରି ଉପବାସ ରହି ଭଗବାନ ଙ୍କ ନିକଟରେ ପୁଜା କରିଥାନ୍ତି।ଶେଷରେ ଏହି ବଜ୍ରମୁଳି ରେ ଦାଣ୍ଡ