ବୌଦ୍ଧ ସଦର: ବାଉଁଶୁଣି ଗୁନ୍ଦୁଲିଆ ରାସ୍ତା ସମ୍ପ୍ରସାରଣ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ବୌଦ୍ଧ ବ୍ଲକ ବାଉଁଶୁଣି ଗୁନ୍ଦୁଲିଆ ରାସ୍ତା ସମ୍ପ୍ରସାରଣ ପାଇଁ ଶନିବାର ୧୨ ଘଂଟା ସମୟ ରେ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି l ରାସ୍ତା ର ଉଭୟ ପାର୍ଶ୍ୱରେ ସାଢ଼େ ପାଞ୍ଚ ମିଟର ସମ୍ପ୍ରସାରଣ କରାଯିବ ଏଥିପାଇଁ ମାପଚୁପ କରାଯାଇଛି l ଆଜିର ଉକ୍ତ କାର୍ଯ୍ୟକ୍ରମରେ ବାଉଁଶୁଣି RI ସୋନାଲି ମୋନିକା ବିଶି ଗୁଣ୍ଡୁଲିଆ R I ସୁଜିତ୍ କୁମାର ସାହୁ, ବାଉଁଶୁଣି ଥାନା SI ଓ ପୂର୍ତ୍ତ ବିଭାଗର କନିଷ୍ଟ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l