Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

#ଯୋଗାଣ_ଅଧିକାରୀ_କୁ_ଭେଟିଲେ_ଖମ୍ବେଶ୍ବରୀପାଲି #ଗ୍ୟାସ_ଉପଭୋକ୍ତା_ସଙ୍ଘ ... #rishitv #Subarnapur #gasproblem #indiangas #graminvit...

MORE NEWS

#ମାଁ_ମାହେଶ୍ୱରୀଙ୍କ_କଳସ_ଶୋଭାଯାତ୍ରା_ଅନୁଷ୍ଠିତ 
#rishitv #maakali #SUBARNAPUR #highlight 
#hinduism ##sanatani #khambeswaripali
#bhakti #jagatjanani #maaamba #maheswari

#ମାଁ_ମାହେଶ୍ୱରୀଙ୍କ_କଳସ_ଶୋଭାଯାତ୍ରା_ଅନୁଷ୍ଠିତ #rishitv #maakali #SUBARNAPUR #highlight #hinduism ##sanatani #khambeswaripali #bhakti #jagatjanani #maaamba #maheswari

Sonapur, Subarnapur (Sonepur) | Jul 14, 2026

#ସୁବର୍ଣ୍ଣପୁର_ଜ଼ିଲ୍ଲା_କଂଗ୍ରେସ_କମିଟି_ତରଫରୁ_ଶୋକସଭା
​ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ଅଞ୍ଚଳର କଂଗ୍ରେସ ଦଳର ଅନ୍ୟତମ ଟାଣୁଆ ନେତା ତଥା ଲୋକପ୍ରିୟ ବ୍ୟକ୍ତିତ୍ୱ ମହେନ୍ଦ୍ର ଥନାପତିଙ୍କ ଅମର ଆତ୍ମାର ସଦଗତି କାମନା କରି ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସୋନପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରୟାଲ ଫିଲ୍ଡ ହନୁମାନ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
​​#Sonepur #Binika #Charada #CongressOdisha #RIP #MahendraThanapati #SonepurNews #OdishaCongress #charda #SUBARNAPUR

#ସୁବର୍ଣ୍ଣପୁର_ଜ଼ିଲ୍ଲା_କଂଗ୍ରେସ_କମିଟି_ତରଫରୁ_ଶୋକସଭା ​ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ଅଞ୍ଚଳର କଂଗ୍ରେସ ଦଳର ଅନ୍ୟତମ ଟାଣୁଆ ନେତା ତଥା ଲୋକପ୍ରିୟ ବ୍ୟକ୍ତିତ୍ୱ ମହେନ୍ଦ୍ର ଥନାପତିଙ୍କ ଅମର ଆତ୍ମାର ସଦଗତି କାମନା କରି ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସୋନପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରୟାଲ ଫିଲ୍ଡ ହନୁମାନ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ​​#Sonepur #Binika #Charada #CongressOdisha #RIP #MahendraThanapati #SonepurNews #OdishaCongress #charda #SUBARNAPUR

Sonapur, Subarnapur (Sonepur) | Jul 13, 2026

ଅଇଁଲାସାରି ଗ୍ରାମରେ ଏକ ଅଭାବନୀୟ ଘଟଣା, ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତକଙ୍କ ବାପା ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।
#Subarnapur #CrimeNews #OdishaNews #Aainlasari #rishitv #justiceneede #crime
#

ଅଇଁଲାସାରି ଗ୍ରାମରେ ଏକ ଅଭାବନୀୟ ଘଟଣା, ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତକଙ୍କ ବାପା ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । #Subarnapur #CrimeNews #OdishaNews #Aainlasari #rishitv #justiceneede #crime #

Sonapur, Subarnapur (Sonepur) | Jul 13, 2026