ଅନୁଗୋଳ: ନାଲକୋ ଆଲୁମିନିୟମ ପାର୍କ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Anugul, Angul | Sep 16, 2025 ଅନୁଗୋଳ ବଅଁରପାଳ ସ୍ଥିତ ଆଲୁମିନିୟମ ପାର୍କ ପରିଦର୍ଶନ କରିବା ସହ ପାର୍କକୁ ସୁବ୍ୟବସ୍ଥିତ କରିବା ପାଇଁ ନାଲକୋ, ଶିଳ୍ପ ବିଭାଗ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କଲି । ଭାରତର ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଏହି ପାର୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା କହିବା ସହ ପ୍ରଧାନମନ୍ତ୍ରୀ Narendra Modi ଙ୍କ ‘ଆତ୍ମନିର୍ଭର ଭାରତ’ କଳ୍ପନାରେ ଏହି ପାର୍କକୁ ଆଲୁମିନିୟମ ଶିଳ୍ପର ପେଣ୍ଠସ୍ଥଳି କରିବା ସହ ଏଠାରେ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆମେ ସାମୂହିକ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି।