ଆଜି ଉମରକୋଟ ବ୍ଲକ ପୋଡ଼ାଗଡ଼ ଠାରେ ନବରଙ୍ଗପୁର ଜିଲ୍ଲା ମଣ୍ଡେଇ ୨୦୨୫ ର ଶୁଭଉଦ୍ଘାଟନ ହେଲା। ଏଥିରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସହିତ ମାନ୍ୟବର ବିଧାୟକ ଝରୀଗାଁ ଶ୍ରୀ ନରସିଂହ ଭତରା, ମାନ୍ୟବର ବିଧାୟକ ଡାବୁଗାଁ ଶ୍ରୀ ମନୋହର ରନ୍ଧାରୀ ପ୍ରମୁଖ ଯୋଗଦେଇଥିଲେ,