ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଟିଏମ ରେ ଜଣେ ବ୍ୟକ୍ତି ଙ୍କୁ କଟୁରୀ ରେ ଆକ୍ରମଣ କରି ଅଭିଯୁକ୍ତ ଫେରର ହୋଇଛି l ଆହତ ବ୍ୟକ୍ତି ଜଣକ ବିଟିଏମ କଲୋନୀର ପ୍ରସନ୍ନ ରାଉତ ହୋଇଥିବାବେଳେ ଫେରାର ଅଭିଯୁକ୍ତ ଜଣକ ଶେଷଦେବ ମହାପାତ୍ର ବୋଲି ଜଣାପଡିଛି l ସୂଚନା ଅନୁଯାୟୀ ବିଟିଏମ୍ କଲୋନୀରେ ଗତକାଲି ପ୍ରସନ୍ନ ଏବଂ ତାଙ୍କ ଭାଇ ଚା ପିବାକୁ ଯାଇଥିବାବେଳେ ଅଭିଯୁକ୍ତ ଶେଷଦେବ ମହାପାତ୍ର ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଏକ କଟୁରୀ ରେ ପ୍ରଶନ୍ନ ଙ୍କୁ ଆକ୍ରମଣ କରିଥିଲା l ଏଥିରେ ପ୍ରଶନ୍ନ ଗୁରୁତର ଆହତ ହୋଇଥିବା ବେଳେ ଆହତ ଶେଷଦେବ ଫେରାର ହୋଇଛି l ଏନେଇ ପ୍ରଶନ୍ନ ଙ୍କ ଭାଇ ସ