ମୋହନା: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାତି ୧୨ ଟା ରୁ ବ୍ରେକ ଡାଉନ୍ ହୋଇ ମର୍ଚିମା ଜଙ୍ଗଲ ରାସ୍ତାରେ ଅଟକି ରହିଛି ଭଲ୍ଭୋ ବସ୍, ଯାତ୍ରୀ ହନ୍ତସନ୍ତ।
Mohana, Gajapati | Aug 19, 2025
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାତି ୧୨ ଟା ରୁ ବ୍ରେକ ଡାଉନ୍ ହୋଇ ଜଙ୍ଗଲ ରାସ୍ତାରେ ଅଟକି ରହିଛି ଭଲ୍ଭୋ ବସ୍, ଯାତ୍ରୀ ହନ୍ତସନ୍ତ। ପୁରୀ ରୁ...