Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: ସରସ୍ଵତୀ ଶିଶୁ ମନ୍ଦିର, ସକୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ପାଟରା ବରୁଣସିଂ ପଡ଼ିଆରେ ଉଦଘାଟିତ,ଯୋଗଦେଲେ ବ୍ଲକ ଅଧ୍ୟକ୍ଷ

Baleshwar M, Balasore | Dec 12, 2025
ସରସ୍ଵତୀ ଶିଶୁ ମନ୍ଦିର, ସକୁଳ ସ୍ଥରୀୟ ବାର୍ଷିକ କ୍ରୀଡା ଉତ୍ସବ ପାଟରା ବରୁଣସିଂ ପଡ଼ିଆରେ ଉଦଘାଟିତ ହୋଇଯାଇଛି।ଏହି ଅବସରରେ ଶୁକ୍ରବାର ଦିନ ୧୧ଘଟିକା ରେ ବ୍ଲକ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅତିଥିବୃନ୍ଦ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।