ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଣେଷ ବଜାର ରେ ମାରୁତି ୱାଗନର କାର ଦ୍ଵାରା ସିରିଜ୍ ଦୁର୍ଘଟଣା ଭଳି ଘଟଣା ଘଟିଛି । ପ୍ରାପ୍ତ ସୂଚନା ମୁତାବକ ସଂଧ୍ୟା ୫ ଘଟିକା ସମୟ ରେ ଅନୁଗୋଳ ଆଡୁ ଆସୁଥିବା ମାରୁତି ୱାଗନର କାର OD 19Z0107 ସାମ୍ନା ରୁ ଆସୁଥିବା ଏକ ବାଇକ OD 19B 6397 କୁ ଅଚାନକ଼ ସାମ୍ନାରେ ଆସିବାରୁ ଦୁର୍ଘଟଣା ରୁ ବଞ୍ଚାଇବାକୁ ଯାଇ ରାସ୍ତା ପାର୍ଶ୍ବ ରେ ଛିଡା ହୋଇ ଥିବା ବସ OD 13 S 2187 କୁ କାର ଧକ୍କାଦେଇଥିଲା ଯାହା ଫଳରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥଲା। ବଅଁରପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଗାଡି କୁ ଜବତ୍ କରି ଥାନା କୁ ନେଇ