କଟକ ପୌରାଞ୍ଚଳ: କଟକ ବାଲୁବଜାରରେ ହିନ୍ଦୁସେନା ପକ୍ଷରୁ ମହାଷ୍ଟମୀ ଅସ୍ତ୍ରପୂଜନ
ମହାଷ୍ଟମୀ ଅବସରରେ କଟକ ବାଲୁବଜାର ବିନୋଦ ବିହାରୀ ଦୁର୍ଗା ମଣ୍ଡପରେ ହିନ୍ଦୁସେନା ସଂଗଠନ ପକ୍ଷରୁ ପାରମ୍ପରିକ ରୀତିନୀତିରେ ଅସ୍ତ୍ରପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ଶତାଧିକ ସଦସ୍ୟ ସାମିଲ ହୋଇ ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।