ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପେଟ୍ରୋଲ ମହଜୁତ ସମ୍ପର୍କରେ ଲୋକସେବା ଭଵନରେ ପ୍ରତିକ୍ରିୟା ରଖିଲେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ
ଯେତିକି ପେଟ୍ରୋଲ ମହଜୁଦ ଅଛି ଅଭାବ ସ୍ଥିତି ହେବ ନାହିଁ | ଦୁଇ ପାଇଁ ଆବଶ୍ୟକ ପରିମାଣରେ ତେଲ ମହଜୁଦ ଅଛି | ଲୋକ ମାନେ ଭୟଭୀତ ହୁଅନ୍ତୁ ନାହିଁ | ତେଲ ଟ୍ୟାଙ୍କର Movement ଚାଲୁ ରହିଛି | 4 ଟି ଡିପୋରୁ ତେଲ ଟ୍ୟାଙ୍କର ଯାଉଛି | କିଛି ସ୍ଥାନରେ ତେଲ ଗାଡିକୁ ଅଟକା ଯାଉଛି | କିଛି ସ୍ଥାନରେ ଗାଡି ଭଙ୍ଗା ରୁଜା ହୋଇଛି | ଆମେ ପୋଲିସ ସହାୟତାରେ ଟ୍ୟାଙ୍କର ଗୁଡିକୁ ଆଣ ଯାଉଛି | ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ରେ ସମସ୍ୟା ନେଇ ବିଭାଗ 12 ମାସିଆ କମିଟି କରୁ | ବିଭାଗୀୟ ଅଧିକାରୀ ଏବଂ ପେଟ୍ରୋଲ ପମ୍ପ ମାଲିକ ସଂଘ ସଦସ୍ୟ ରୁହନ୍ତୁ |