ଭୋଗରାଇ: କୃଷ୍ଣନଗର ଗ୍ରାମରେ ବାଣ ଫୁଟାଇ ବାକୁ ନେଇ ତୁମୁଳକାଣ୍ଡ ,ତାଳସାରି ଥାନାରେ ଅଭିଯୋଗ
ଭୋଗରାଇ ବ୍ଲକ କୃଷ୍ଣନଗର ଗ୍ରାମରେ ବାଣ ଫୁଟାଇବାକୁ ନେଇ ତୁମୁଳକାଣ୍ଡ, ତାଳସାରି ସାମୁଦ୍ରିକ ଥାନାରେ ଅଭିଯୋଗ । ଗତକାଲି ବିଶ୍ଵକର୍ମା ପୂଜାକୁ ରେ ବାଣ ଫୁଟାଇବାକୁ ନେଇ ହୋଇଥିଲା ଗଣ୍ଡଗୋଳ ,ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ ।