ଭଦ୍ରକ ଗ୍ରାମାଞ୍ଚଳ: ଚଣ୍ଡୀଗାଁ ପଞ୍ଚାୟତ ନଣ୍ଡେଇଡିହ ଗ୍ରାମରେ ଆଜି ହନୁମାନଙ୍କ ୨ୟ ବାର୍ଷିକ ଉତ୍ସବରେ ଯୋଗଦେଲେ ସଦର ବିଧାୟକ
Bhadrak Rural, Bhadrak | Jun 11, 2025
ହନୁମାନଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ରେ ଯୋଗଦେଲେ ବିଧାୟକ। ଆଜି ଭଦ୍ରକ ଜିଲ୍ଲା ଚଣ୍ଡିଗାଁ ପଞ୍ଚାୟତ ଅନ୍ତର୍ଗତ ନଣ୍ଡେଇଡିହ ଗ୍ରାମରେ ଅବସ୍ଥିତ...