ଫୁଲବାଣୀ ସହର: ବାଲିଗୁଡା କୁ କନ୍ଧମାଳ ସାଂସଦ, ଫୁଲବାଣୀ ବିଧାୟକ ଏବଂ ଫୁଲବାଣୀ ବିଜେପି ଜିଲ୍ଲା ସଭାପତି ଙ୍କ ଗସ୍ତ, ଅଧା ଘଣ୍ଟା ରୁ ଅଧିକ ସମୟ ଗାଡିମଟର ଜାମ୍
ବାଲିଗୁଡା ସହରରେ ଆଚାର୍ଯ୍ୟ ଛକ ସୁନା ଚାହା ଦକାନ ରେ କନ୍ଧମାଳ ସାଂସଦ ଏବଂ ଫୁଲବାଣୀ ବିଧାୟକ ଅଳ୍ପ ସମୟ ପାଇଁ ଅଟକି ଚାହାପିଇଲେ ଗାଡିଗୁଡା ରାସ୍ତାରେ ଅଟକିବା ଫଳରେ ଅଧା ଘଣ୍ଟାରୁ ଉର୍ଧ ସମୟ ଧରିରସ୍ତା, ଏହିଭଳି ଦେଖିବାକୁ ମିଳିଛି ବାଲିଗୁଡା ଠାରେ , ଗୁରବାର ସଂନ୍ଧ୍ୟା 7ଘଣ୍ଟିକା ସମୟରେ ପୁର୍ବତନ ବିଧାୟକ ଙ୍କ ଏକାଦଶା କାଯ୍ୟକ୍ରମ ଯୋଗଦେଇ ଫେରୁଥିବା ସମୟରେ ନ ନିଜ କର୍ମୀ ଙ୍କ ଗ୍ରହଣରେ ଚା ହା ପିଇଥିଲେ, ରାସ୍ତା ସମସ୍ତ କାର ରହିଥିଲା ଯାହାରି ଫଳରେ ଅଧା ଘଣ୍ଟା ବାଲିଗୁଡା ରେ ATM ଆଗରେ ଭିଡ ଜମିଥିଲା