Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବରଗଡ: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ ପତ୍ର ଦାଖଲ କଲେ ଜୁଖିପାଲିର କଳାକାର

ଯାତ୍ରା କଳାକାର ଜଗବନ୍ଧୁ ମାଲି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଂସ ଭୂମିକା ପାଇଁ ଆବେଦନ ପତ୍ର ଦାଖଲ କରିଛନ୍ତି | ଯାତ୍ରା ଜଗତରେ ଅଭିନୟ କରୁଥିବା ଭଡେନ ବ୍ଲକ ଜୁଖିପାଲିର ଜଗବନ୍ଧୁ ମାଲି ଶନିବାର ଅପରାହ୍ନ 3 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରତିକ୍ରିୟା ରଖିଛନ୍ତି | ଚଳିତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ତାଙ୍କୁ ସୁଯୋଗ ମିଳିଲେ ଦର୍ଶକଙ୍କୁ ଉଚ୍ଚ କୋଟିର ସଂଳାପ ଓ ଅଭିନୟ ଦେଖାଇବେ ବୋଲି ଜଣାଇଛନ୍ତି | ଚଳିତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଚୟନ ପ୍ରକ୍ରିୟା କରାଯାଉଛି ।

MORE NEWS