ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଆଳିରେ ଲମ୍ବା ଧାଡିରେ ଛିଡ଼ାହୋଇ ମତଦାନ କଲେ ତିନି ପ୍ରମୁଖ ଦଳର ବିଧାୟକ ପ୍ରାର୍ଥୀ ଓ ପ୍ରାର୍ଥୀନୀ
ଆଜି ହେଉଛି ଗଣତନ୍ତ୍ର ର ମହାନ ପର୍ବର ଅନ୍ତିମ ଦିନ... ଏହି ଅବସରରେ ଭୋଟର ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି। ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କାଁ ଭାଁ କେତେକ ଜାଗାରେ ଇଭିଏମ ତ୍ରୁଟି ପରିଲିକ୍ଷିତ ହୋଇଥିବା ବେଳେ ଆଳି ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ଦଳର ବିଧାୟକ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମତଦାନ କରିଛନ୍ତି। ମତଦାନ କରିବା ପରେ ନିଜର ପ୍ରତୁକ୍ରିୟା ଦେଖିବାକୁ ମିଳିଛି।