ମଞ୍ଚେଶ୍ବର: ପଟିଆ କଳାରାହାଙ୍ଗ ଅଞ୍ଚଳର ଜଣେ ଯୁବକଙ୍କୁ ମାଟ୍ରିମୋନୀ ସାଇଟରେ ଠକେଇ ଘଟଣା, ପୁରୀ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ସାଇବର ଥାନା ପୋଲିସ
Mancheswar, Khordha | Jan 19, 2024
ଯୁବତୀ ବେଶରେ ଯୁବକଙ୍କୁ ଚୁନା ଲଗାଇଲା ଠକ। ମାଟ୍ରିମୋନି ସାଇଟରେ ଯୁବତୀଙ୍କ ପ୍ରୋଫାଇଲ ଓ ଫଟୋ ରଖି ପଟିଆ କଳାରାହାଙ୍ଗ ଅଞ୍ଚଳର ମାନସ ରଞ୍ଜନ...