Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ବରଗଡ: ଶତ ବାର୍ଷିକୀ ଅବସରରେ ବରଗଡ଼ରେ RSS ପକ୍ଷରୁ ନିଶାମଣି ପଡ଼ିଆରୁ ଅନୁଷ୍ଠିତ ହେଲା ବିରାଟ ଶୋଭାଯାତ୍ରା

ଶତ ବାର୍ଷିକୀ ଅବସରରେ ବରଗଡ଼ରେ ଆର. ଏସ. ଏସ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ରବିବାର ଦିବା 11 ଘଣ୍ଟା ସମୟରେ ବରଗଡ଼ ସହର ନିଶାମଣି ପଡିଆରୁ ଆର. ଏସ. ଏସ ର ଏକ ଶୋଭାଯାତ୍ରା ବାହାରି ବରଗଡ଼ ସହର ଭ୍ରମଣ କରିଥିଲେ | ଶତବାର୍ଷିକୀ ଅବସରରେ ବରଗଡ଼ ସହରରେ ଏହି ଶୋଭାଯାତ୍ରା ବାହାରିଥିବା ବେଳେ ଭାଇଚାରା ଓ ଦେଶପ୍ରେମ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ କରାଯାଇଥିଲା | ନିଜ ମାତୃଭୂମି ପ୍ରତି ପ୍ରେମ ଓ ଦେଶ ପ୍ରତି ପ୍ରେମ ରଖି ଦେଶର ଉନ୍ନତି କାର୍ଯ୍ୟରେ ହତ ମିଶାଇ ଆଗକୁ ବଢିବା ପାଇଁ ଆହ୍ୱାନ କରାଯାଇଛି ।

MORE NEWS