କାମାକ୍ଷାନଗର: ଚକୁଳିଆଡିହ ଗ୍ରାମରେ ଖ୍ରୀଷ୍ଟଧର୍ମ ପ୍ରାର୍ଥନାକୁ ନେଇ ଶନିବାର ୩ଟାରେ ଗ୍ରାମବାସୀ ଅସନ୍ତୋଷ ପୋଲିସ ପହଁଚିଲା ଗାଁରେ କଲା ତଦନ୍ତ
ଚକୁଳିଆଡିହ ଗ୍ରାମରେ ଖ୍ରୀଷ୍ଟଧର୍ମ ପ୍ରାର୍ଥନାକୁ ନେଇ ଶନିବାର ୩ଟାରେ ଗ୍ରାମବାସୀ ଅସନ୍ତୋଷ ପୋଲିସ ପହଁଚିଲା ଗାଁରେ କଲା ତଦନ୍ତ ।ଢେଙ୍କାନାଳ ଜିଲା ଘାଗରାମୁଣ୍ଡା ପଂଚାୟତ ଅନ୍ତର୍ଗତ ଚକୁଳିଆଡିହ ଗ୍ରାମରେ ଖ୍ରୀଷ୍ଟଧର୍ମ ପ୍ରାର୍ଥନାକୁ ନେଇ ଗ୍ରାମବାସୀ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଶନିବାର ଏହାକୁ ନେଇ ଗାଁରେ ମହାବିରୋଡ଼ ଥାନା ଅଧିକାରୀ ପହଂଚି କରିଛନ୍ତି ତଦନ୍ତ ।