ବଡସାହି: କଞ୍ଚିଶୋଳ ଓ ଗରୁଡବସା ଭିନ୍ନକ୍ଷମସ୍କୁଲ ପରିଦର୍ଶନରେ ପ୍ରାକ୍ତନ ସିଏଜି ତଥା ଜମ୍ମୁକାଶ୍ମୀର ପ୍ରଥମ ଲେଫ୍ଟନାଣ୍ଟଗଭର୍ଣ୍ଣର ଗିରିଶଚନ୍ଦ୍ର ମୁର୍ମୁ
Barsahi, Mayurbhanj | Aug 27, 2025
ବେତନଟୀଥାନା ଅଧୀନ କଞ୍ଚିଶୋଳ ନିଜର ଜନ୍ମମାଟି ସମେତ ବେତନଟୀ ଉପକଣ୍ଠ ଗରୁଡବସାସ୍ଥିତ ଭିନ୍ନକ୍ଷମ ସ୍କୁଲକୁ ବୁଧବାର ଅପରାହ୍ନ ୩ଟାରେ ପୃଥକଭାବେ...