ବୌଦ୍ଧ ସଦର: ବାପୁଜୀ ନଗର ଠାରେ ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ
Baudh Sadar, Boudh (Bauda) | Aug 23, 2025
ଶନିବାର ସନ୍ଧ୍ୟାରେ ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ବୌଦ୍ଧ ସହର ବାପୁଜୀ ନଗର ଠାରେ ସଂସ୍କାର...