କେନ୍ଦ୍ରାପଡା: ମହାକାଳପଡାରେ ତିଖିରୀ ପଞ୍ଚାୟତର ଜଳସମ୍ପଦ ବିଭାଗର ଉନୟନ ଯୋଜନା ଉପରେ ପ୍ରଶ୍ନ ଉଠାଇଲେ ସୌଭାଗ୍ୟ ପରିଡା
Kendrapara, Kendrapara | Sep 9, 2025
ମହାକାଳପଡାରେ ବିଭିନ୍ନ ସରକାରୀ କାର୍ଯ୍ୟ ଅଧୁରା ରହିଛି l ତାହା ମଧ୍ୟରୁ ତିଖିରୀରେ ଜଳସମ୍ପଦ ବିଭାଗର ଯୋଜନା ଅସମ୍ପୂର୍ଣ ରହିଛି l ବିଧାୟକ ଏହି...