ସମ୍ବଲପୁର ତଥା ଓଡ଼ିଶାରେ ବାସ୍କେଟବଲ ଖେଳକୁ ଅଧିକ ଲୋକପ୍ରିୟ କରିବା ସହ ଅଧିକ ପ୍ରଚାରିତ କରିବା ଉଦ୍ଧେଶ୍ୟ ରେ ସମ୍ବଲପୁର ବୁର୍ଲା ଠାରେ ରାଜ୍ୟ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ବୁର୍ଲା ବିଶ୍ଵବିଦ୍ୟାଳୟ ପରିସର ରେ ଆୟୋଜିତ ହୋଇଥିବା ଏହି ବାସ୍କେଟବଲ ପ୍ରତିଯୋଗିତା ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଛତିଶଗଡ, ଝାରଖଣ୍ଡ, ବିହାର ରାଜ୍ୟରୁ ମୋଟ 19 ଟି ବାସ୍କେଟବଲ ଦଳ ଭାଗ ନେଇଥିଲେ l ଏହି ପ୍ରତିଯୋଗିତାକୁ ବୁର୍ଲା ପୋଲିସ ଏସଡିପିଓ ବାଲେଶ୍ୱର ଗିଦ୍ଧି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ l ଚଳିତ ବର୍ଷ ଏହି ଫାଦର ଜନ୍ ଉଇ