ବଡସାହି: ବାଛୁରୀପଡା ଠାରେ ଦୋକାନବନ୍ଦକରି ଆସୁଥିବା ୨ ଭାଇଙ୍କୁ ଭୁଜାଲିରେ ହାଣି ନଗଦ ଲକ୍ଷାଧିକ ଟଙ୍କା ସମେତ ମୋବାଇଲ ଛଡାଇନେଲେ ଦୁର୍ବୁତ୍ତ,ମାମଲା ରୁଜୁ
Barsahi, Mayurbhanj | Aug 8, 2025
ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଛକ ଠାରେ ଦୁଇ ଭାଇଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ ପୂର୍ବକ ଲକ୍ଷାଧିକ ଟଙ୍କା ସମେତ ମୋବାଇଲ,...