ମୋହନା: ମୋହନା ଲେମ୍ପ ରେ ସାର ବଣ୍ଟନ ରେ ଅନିୟମିତତା ଅଭିଯୋଗ, ନିର୍ଦ୍ଧାରିତ ଦର ଠାରୁ ଅଧିକା ଦରରେ ସାର ବିକ୍ରୀ ଅଭିଯୋଗ ।
ସାର ବଣ୍ଟନ ରେ ଅନିୟମିତତା ହେଉଥିବା ଚାଷୀ ଅଭିଯୋଗ କରୁଥିବା ବେଳେ ନିର୍ଦ୍ଧାରିତ ଦର ଠାରୁ ଅଧିକା ଦରରେ ବିକ୍ରୀ କରୁଛି ଲେମ୍ପ ସଂସ୍ଥା।ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ରେ ଥିବା ଲେମ୍ପ ସଂସ୍ଥା ରେ।ଯାହାକୁ ନେଇ ଆଜି ଅପରାହ୍ନ ପାଞ୍ଚଟା ସମୟରେ ଦେଖିବାକୁ ମିଳିଥିଲା