ଭାରତୀୟ ଜନତା ପାର୍ଟି ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ୧୭୮ ତମ ଜନ୍ମ ଜୟନ୍ତୀ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମଧୂସୁଦନ ଦାସଙ୍କ ପ୍ରତିମୂର୍ତ୍ତି ଠାରେ କଟକ ଜିଲ୍ଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି ଙ୍କ ନେତୃତ୍ୱରେ।ଅନୁଷ୍ଠିତ ହୋଇଯାଇଛି।ଏନେଇ କଣ କହୁଛନ୍ତି କଟକ ଗ୍ରାମୀଣ ଜିଲ୍ଲା ସଭାପତି ଶୁଣନ୍ତୁ।