ବିରିଡି: ଉତ୍ତରଶାସନ ବୋରିକ ଯାତ୍ରାରେ ଅଜି ସନ୍ଧ୍ୟା ୬ଟାରେ ଯୋଗଦେଲେ ସାଂସଦ
ପବିତ୍ର ପଣl ସଂକ୍ରାନ୍ତି ଅବସରରେ ଉତ୍ତରଶାସନର ବୋରିକ ଯାତ୍ରା ଉପଲକ୍ଷେ ଆଜି ସନ୍ଧ୍ୟା ୬ଟାରେ ଯୋଗଦେଲେ ସାଂସଦ ଡ଼ ରାଜଶ୍ରୀ ମଲିକ। ତାଙ୍କ ସହିତ ତିର୍ତ୍ତୋଲର ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ବ୍ଲକ ସଭାପତି ରବୀନ୍ଦ୍ର ରାଉଳ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ସଭ୍ୟା ଦିପ୍ତିମୟୀ ରାୟ, ପ୍ରତାପ ବେହେରା, ସରପଞ୍ଚ ସୁରେନ୍ଦ୍ର ଶତପଥି, ସମିତି ସଭ୍ୟ ସବ୍ୟସାଚୀ ଶତପଥି ଯୋଗଦେଇଥିଲେ ।