ବୀରମିତ୍ରପୁର: ନୂଆଗାଁ ବ୍ଳକର ଅଧିକାଂଶ ଗ୍ରାମପଞ୍ଚାୟତରେ ଘନ କୁହୁ ଯୋଗୁଁ ଯାତାୟାତରେ ସମସ୍ୟା
ନୂଆଗାଁ ବ୍ଳକର ଅଧିକାଂଶ ଗ୍ରାମପଞ୍ଚାୟତର ମୁଖ୍ୟ ରାସ୍ତା ଗୁଡିକରେ ଘନ କୁହୁଡି ଦେଖାଯାଉଛି।ପ୍ରାପ୍ତିସୂଚନାନୁସାରେ ଝାରବେଡ଼ାରୁ ନୂଆଗାଁ ଆଡ଼କୁ ଯାଇଥିବା ମୁଖ୍ୟ ରାସ୍ତାଟି ଘନ କୁହୁଡି ହୋଇଥିବାରୁ ଗାଡ଼ି ଚାଳକମାନେ ଗାଡ଼ି ଚଳେଇବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।