Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଟିଟିଲାଗଡ: କତରକେଲା ଗ୍ରାମ ପଞ୍ଚାୟତର ଲଇତେରା ଗ୍ରାମରେ ହେଉଥିବା ଗିରି ଗୋବର୍ଦ୍ଧନ ପୂଜା ଦେଖିଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ

Titlagarh, Balangir | Oct 22, 2025
ଆଜି କାତରକେଲା ଜି. ପି. ଲାଇତରl ଗ୍ରାମରେ ଅନୁଷ୍ଠିତ ହେଇଥିବା ଗିରିଗୋବର୍ଦ୍ଧନ ପୂଜାରେ ମାନ୍ୟବର ବିଧାୟକ ଉପସ୍ଥିତ ହୋଇ ଭଗବାନ ଙ୍କ ଦର୍ଶନ କରିଥିଲେ ଓ ପୂଜା କମିଟି ସହ କଥା ହୋଇ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ ତାଙ୍କ ପାଣ୍ଠିରୁ ପୂଜା ମଣ୍ଡପ ତିଆରି କରିବା ପାଇଁ ଛ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ l ସେଥିପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ସରପଞ୍ଚ ରୂପଧର ଘିବେଲା, ବିଜେପି ନେତା ବରୁଣ କୁମାର ବେହେରା ଓ ଗ୍ରାମବାସୀ।

MORE NEWS