ହଣ୍ଡପା: କୃତୀ ଛାତ୍ରୀ ଛାତ୍ର ଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା
ଅନୁଗୋଳ ଜିଲା ରେ ହୋଇଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯକ୍ରମ ରେ ପ୍ରବଦ୍ଧ ,
Handapa, Angul | Nov 8, 2024 , କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପାଇକସାହି କାଶୀ ବିଶ୍ଵନାଥ ଉଚ ମାଧ୍ଯମିକ ବିଦ୍ୟାଳୟ ର ଛାତ୍ରୀ ପ୍ରଲିପ୍ତ। ବେହେରା , ଓ ଛାତ୍ର ଲାଡେନ ନାୟକ ଶୁକ୍ରବାର ଅପରାହ୍ନ ୧ ଟା ରେ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପରିସର ରେ ସମ୍ବର୍ଦ୍ଧିତ କରାଯାଇଛି । ଅଧକ୍ଷ ନିରଞ୍ଜନ ବେହେରା ସେମାନ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପକ ମକୁନ୍ଦ ଚନ୍ଦ୍ର ଗଡତିଆ , ପ୍ରଦୀପ କୁମାର ସାହୁ , ତୃତୀମଞ୍ଜର