ମାର୍ଚ୍ଚ ୫ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ମିନିଟରେ ସେକ୍ଟର -୭ ଦୁର୍ଗାପୂଜା ଗ୍ରାଉଣ୍ଡଠାରେ ୧୨ତମ ଦୋଳମେଳଣ ଉତ୍ସବ ୨୦୨୬ ମହାସମାରୋହରେ ପାଳନ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ସଭାପତି ମୁକ୍ତିକାନ୍ତ ବେହେରାଙ୍କ ସଭାପତି ତ୍ୱରେ ତଥା ସମ୍ପାଦକ ପ୍ରଦୀପ କୁମାର ମହାପାତ୍ରଙ୍କ ସଂଯୋଜନାରେ ସହରର ବିଭିନ୍ନ ସ୍ଥାନରୁ ଦୋଳବିମାନ ମାନ ଆସି ପଡିଆରେ ଜମା ହୋଇ ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତିଥିମାନଙ୍କ ଗହଣରେ ପୂର୍ବତନ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ସହ ଅନ୍ୟାନ୍ୟ ଆମନ୍ତ୍ରିତ ଅତିଥି ଗଣ ସୁନ୍ଦର ସୁନ୍ଦର ଦୋଳବିମାନ ଗୁପୁରସ୍କୃତ